ଘରେ ଘରେ ସ୍ବାସ୍ଥ୍ୟ ସେବା ଯୋଗାଇବ ସ୍ପର୍ଶ ଫାର୍ମାସୀ । ଏଥିପାଇଁ ସ୍ପର୍ଶ ଫାମାର୍ସୀ ପକ୍ଷରୁ ନୂତନ ଯୋଜନା ଆରମ୍ଭ ହୋଇଛି । ସମାଜରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଇଁ ସ୍ପର୍ଶ ମେଡିକାଲ ପକ୍ଷରୁ ଚନ୍ଦକାର କଣ୍ଟାବାଡ ଠାରେ ମଲ୍ଟି ସ୍ପେସିଆଲିଷ୍ଟ ହସ୍ପିଟାଲର ଲୋକାର୍ପଣ ହୋଇଯାଇଛି
#SparshPharmacy #healthcare #MultiSpecialistHospital #ArgusNews